ସଙ୍ଗେ କରି Saṅge kari

  • ଦେ. ଅ — ସଙ୍ଗରେ ଘେନି — Taking one into company
  • ଦେ. ଅ — [ଉ—ମିତ୍ର ବସିଲା ତା ଆବୋରି, ମୃତ୍ୟୁ ଦେବତା ସଙ୍ଗେ କରି। ଜଗନ୍ନାଥ, ଭାଗବତ।]