ସଙ୍ଗିନ୍ ମକଦ୍ଦମା Saṅgin makaddamā

  • ବୈଦେ. ବି (ଫା. ସଙ୍ଗୀନ୍+ମୁକଦ୍ଦମା; ମୁଆମିଲା) — ଗୁରୁତର ମକଦ୍ଦମା — Serious case
  • ବୈଦେ. ବି (ଫା. ସଙ୍ଗୀନ୍+ମୁକଦ୍ଦମା; ମୁଆମିଲା) — (ଉ— ... ଏବଂ ମାମଲା ଭାରି ସଙ୍ଗିନ୍ ଥିବା ଲିହାଜ। ଫକୀରମୋହନ, ଛମାଣ ଆଠଗୁଣ୍ଠ।)