ସଙ୍ଗବ Saṅgaba

  • ସଂ. ବି—(ସମ୍+ଗୌ+ଅ; ଯେଉଁ ସମୟରେ ଗୋ ଦୋହନ ସଙ୍ଗତ ହୁଏ) — ପ୍ରାତଃକାଳୀନ ପ୍ରଥମ ତିନି ମୁହୂର୍ତ୍ତ — The first three moments of the morning
  • ସଂ. ବି—(ସମ୍+ଗୌ+ଅ; ଯେଉଁ ସମୟରେ ଗୋ ଦୋହନ ସଙ୍ଗତ ହୁଏ) — [ଦ୍ର—ସନ୍ଧ୍ୟା ପୂର୍ବର ତିନି ମୁହୁର୍ତ୍ତକୁ ରାକ୍ଷସୀ ବେଳା ବୋଲାଯାଏ।]