ସଙ୍ଗତେ Saṅgate

  • ଦେ. (ପଦ୍ଯ) କ୍ରି. ବିଣ — ସଙ୍ଗେ (ଦେଖ) — Saṅge (See)
  • ଦେ. (ପଦ୍ଯ) କ୍ରି. ବିଣ — [ଉ—ବାପାଙ୍କ ସଙ୍ଗତେ ତ ଆସିଥିଲା ସେହି। କୃଷ୍ଣସିଂହ, ମହାଭାରତ, ବନ।
  • ଦେ. ଅ — ପରି; ସଦୃଶ — Like
  • ଦେ. ଅ — [ଉ—ବୋଲନ୍ତି ଯେ ଜଗତେ କ୍ଷତ୍ରିୟ ଏ ସଙ୍ଗତେ ଗତେ ନ ଥିଲା ହୋଇ ଧନ୍ୟ ସେ। —ଭଞ୍ଜ, ବୈଦେହୀଶବିଳାସ]