ସଙ୍ଗ ସୋହବତ୍ Saṅga sohabat

  • ଦେ. ବି — ସଙ୍ଗୀମାନଙ୍କ ଅନୁରୋଧ — Request of one's companions
  • ଦେ. ବି — ସଙ୍ଗୀମାନଙ୍କ ସଙ୍ଗ — Company of friends
  • ଦେ. ବି — [ଉ—ଲୋକେ ସଙ୍ଗ ସୋହବତରେ ପଡ଼ି ମଦଖିଆ ଅଭ୍ୟାସ କରନ୍ତି।]
  • ଦେ. ବି — ସଙ୍ଗୀମାନଙ୍କ ମୁଖଲଜ୍ଜା — Sensibility for not wounding the feelings of one's friends