ସଙ୍ଗ ଦୋଷ Saṅga dosha
- ସଂ. ବି — ମନ୍ଦବ୍ଯକ୍ତି ସଙ୍ଗେ ସଂସର୍ଗ — Association with bad people
- ସଂ. ବି — ସଂସର୍ଗ ଦୋଷ — Defective or sinful association
- ସଂ. ବି — ଅସତ୍ ସଙ୍ଗ — Keeping bad company
- ସଂ. ବି — ଅସତ୍ ସଙ୍ଗଜନିତ ମନ୍ଦ ଫଳ — Evils due to evil association
- ସଂ. ବି — ଅପବିତ୍ର ବା ଅବିଶୁଦ୍ଧ ବସ୍ତୁର ବା ବ୍ଯକ୍ତିର ସହବାସ ଜନିତ ଦୋଷ; ସଂସ୍ପର୍ଶ ଦୋଷ — Fault due to contact with bad things or persons
- ସଂ. ବି — ସାଂସାରିକ ଆସକ୍ତି ଜନିତ ଦୋଷ — Evils due to association with wordly concerns