ସଙ୍ଖୋଳା Saṅkhoḻā

  • ଦେ. ବି — ଶଙ୍ଖୁଳା (ଦେଖ) — Ṡaṅkhuḻā (See)
  • ଦେ. ବି — [ଦ୍ର—ସଙ୍ଖୁଳା ଯିବା ସମୟରେ 'ଶଙ୍ଖ' ବାଜିବା ପ୍ରଥା ଆମ ଦେଶର ପ୍ରାଚୀନ ରୀତି ଥିଲା। ତେଣୁ ଓଡ଼ିଆ ଭାଷାରେ 'ସଙ୍ଖୁଳା' ଶବ୍ଦ ସାଧାରଣତଃ 'ସ' ଲିଖିତ ହେଉଥିଲେହେଁ ଏହି କାରଣରୁ ଉକ୍ତ ଓ ତତ୍ସମ୍ପର୍କୀୟ ଅନ୍ଯାନ୍ୟ ଦେଶଜ ଶବ୍ଦ 'ଶ' ଅକ୍ଷରରେ ପ୍ରଦତ୍ତ ହୋଇଅଛି।]