ସଙ୍ଖେଇବା Saṅkheibā
- ପ୍ରାଦେ (ବାଲେଶ୍ୱର) କ୍ରି — ଧାନ କୁଟାଯିବା ସମୟରେ କୁଟା ହେଉଥିବା ଧାନର ସବୁ ଅଂଶ ଉପରେ ଢିଙ୍କିର ପାହାର ସମାନ ଭାବରେ ପଡ଼ିବା ଲାଗି ମଝିରେ ମଝିରେ ହାତରେ ବା ଲମ୍ବା ଯଷ୍ଟି ସାହାଯ୍ୟରେ ଧାନକୁ ଓଲଟାଇ ଦେବା — To turn upside down the contents of the pit with the help of the palm or a rod while paddy is being husked