ସଙ୍ଖୁଡ଼ି ପକାଇବା Saṅkhuṟḍ̠i pakāibā

  • ଦେ. କ୍ରି — ଭୂମିରେ ସଙ୍ଖୁଡ଼ି ଚିଜ ବିଞ୍ଚିବା — To strew particles of partaken rice etc on the ground
  • ଦେ. କ୍ରି — ସଙ୍ଖୁଡ଼ି ବାସନକୁ ନ ଉଠାଇ ସେହି ସ୍ଥାନରେ ଛାଡ଼ିଯିବା — To leave unwashed utensils at the place of meal