ସଙ୍ଖଳନା Saṅkhaḻanā

  • ଦେ. ବି — ସଙ୍ଖୋଳା; କୁଶଳ ପ୍ରଶ୍ନ — Accosting; personal enquiry as to how a person is doing
  • ଦେ. ବି — [ଉ—ମୋହ ପରି ବହୁତ ମୁନି ତାଙ୍କଠାକୁ, ଆସୁଅଛନ୍ତି ସଙ୍ଖଳନା କରିବାକୁ— କୃଷ୍ଣସିଂହ, ମହାଭାରତ, ବନ।]