ସଙ୍କୁଳାନ ହେବା Saṇkuḻāna hebā

  • ଦେ. କ୍ରି — କୁଳାଇବା; ପର୍ଯ୍ୟାପ୍ତ ହେବା; କାର୍ଯ୍ୟକୁ ପାଇବା — To suffice
  • ଦେ. କ୍ରି — ଯଥେଷ୍ଟ ହେବା — To be enough