ସଗୋତ୍ର ସପିଣ୍ଡ Sagotra sapiṇḍa
- ସଂ. ବି (ସ୍ମୃତି) — ଯେଉଁ ସଗୋତ୍ରମାନଙ୍କ ସଙ୍ଗେ କୌଣସି ବ୍ଯକ୍ତିର ପିଣ୍ଡଦାନଦ୍ୱାରା ସମ୍ବନ୍ଧ ଅଛି — Person of the same kind connected with a person by the offering of funeral cakes
- ସଂ. ବି (ସ୍ମୃତି) — (ଦ୍ର—ଜୀବିତ ବ୍ଯକ୍ତି ଆପଣାର ପିତାଙ୍କୁ, ପିତାମହଙ୍କ ଓ ପ୍ରପିତାମହଙ୍କୁ ପିଣ୍ଡଦାନ କରେ ଏବଂ ମୃତ ବ୍ଯକ୍ତି ଆପଣାର ପୁତ୍ର, ପୌତ୍ର ଓ ପ୍ରପୌତ୍ରଙ୍କଠାରୁ 'ପିଣ୍ଡ' ପାଏ। ଏପରି ସ୍ଥଳରେ ନିଜର ଉପରିସ୍ଥ 3 ପୁରୁଷ ଓ ତଳର 3 ପୁରୁଷ ମୋର ସଗୋତ୍ର ସପିଣ୍ଡ ଅଟନ୍ତି। — (ଦ୍ର—ଜୀବିତ ବ୍ଯକ୍ତି ଆପଣାର ପିତାଙ୍କୁ, ପିତାମହଙ୍କ ଓ ପ୍ରପିତାମହଙ୍କୁ ପିଣ୍ଡଦାନ କରେ ଏବଂ ମୃତ ବ୍ଯକ୍ତି ଆପଣାର ପୁତ୍ର, ପୌତ୍ର ଓ ପ୍ରପୌତ୍ରଙ୍କଠାରୁ 'ପିଣ୍ଡ' ପାଏ ଏପରି ସ୍ଥଳରେ ନିଜର ଉପରିସ୍ଥ3ପୁରୁଷ ଓ ତଳର3ପୁରୁଷ ମୋର ସଗୋତ୍ର ସପିଣ୍ଡ ଅଟନ୍ତି
- ସଂ. ବି (ସ୍ମୃତି) — ଯେଉଁମାନେ ଆପଣା ଗୋତ୍ରର ନୁହନ୍ତି, ଅଥଚ ମୋଠାରୁ ପିଣ୍ଡ ପାଆନ୍ତି ଓ ମୋତେ ପିଣ୍ଡ ଦେବେ, ସେମାନେ ମୋର ଅସଗୋତ୍ର ସପିଣ୍ଡ ଅଟନ୍ତି। ଯଥା— ମାତାମହ, ପ୍ରମାତାମହ ଓ ବୃଦ୍ଧ ପ୍ରମାତାମହ ଏବଂ ଦୌହିତ୍ର, ଦୌହିତ୍ରପୁତ୍ର ଓ ଦୌହିତ୍ରପୌତ୍ର। ଆପଣା ଗୋତ୍ରର ଯେଉଁ ବ୍ଯକ୍ତିମାନଙ୍କ ସଙ୍ଗେ ମୋର ପିଣ୍ଡସମ୍ପର୍କ ନାହିଁ, ସେମାନେ ମୋର ଅସପିଣ୍ଡ ସଗୋତ୍ର ଅଟନ୍ତି। ଯଥା— ପ୍ରପିତାମହଙ୍କ ଊର୍ଦ୍ଧ୍ୱତନ ପୁରୁଷଗଣ ଓ ପ୍ରପୌତ୍ରର ଅଧସ୍ତନ ପୁରୁଷଗଣ।)