ସଗୁଣୋପାସନା Saguṇopāsanā

  • ସଂ. ବି (ସଗୁଣ+ଉପାସନା; କର୍ମଧାରୟ) — ଈଶ୍ୱରଙ୍କୁ ସଗୁଣ ବା ଶରୀରୀ କଳ୍ପନାରେ ଆରାଧନା — Worshipping God as manifesting Himself in a visible body having attributes, human and divine
  • ସଂ. ବି (ସଗୁଣ+ଉପାସନା; କର୍ମଧାରୟ) — ସାକାର ଉପାସନା — Image-worship; idolatry; worship of God considered as possessed of different attributes and assuming different bodies
  • ସଂ. ବି (ସଗୁଣ+ଉପାସନା; କର୍ମଧାରୟ) — [ଦ୍ର—ସୃଷ୍ଟିକର୍ତ୍ତା ରୂପରେ 'ବ୍ରହ୍ମା', ପାଳନକର୍ତ୍ତାରୂପରେ 'ବିଷ୍ଣୁ' ଓ ସଂହାରକ ରୂପରେ 'ଶିବ'—ଈଶ୍ୱରଙ୍କ ଏହିପରି କଳ୍ପନାପୂର୍ବକ ଆରାଧନା କରିବା ସଗୁଣୋପସନାର ବିଧି।]