ସକ୍ କରିବା Sak karibā

  • ଦେ. ବି (ଆ. ସୌକ) — ପସନ୍ଦ କରିବା — To choose; to like
  • ଦେ. ବି (ଆ. ସୌକ) — ଅଭିଳାଷ କରିବା — To hanker after
  • ଦେ. ବି (ଆ. ସୌକ) — ସଉକ୍ କରିବା (ଦେଖ) — Sauk karibā (See)