ସକେଇ କାନ୍ଦିବା Sakei kāndibā

  • ଦେ. କ୍ରି — ସକ୍ ସକ୍ ହୋଇ କାନ୍ଦିବା; ଘନ ଘନ ରୁଦ୍ଧ ନିଃଶ୍ୱାସ ତ୍ୟାଗପୂର୍ବକ କାନ୍ଦିବା — To cry with restrained or suppressed sobs; to whimper; to snivel
  • ଦେ. କ୍ରି — [ଉ—ତୁଛା ବସି ସକାଇ କାନ୍ଦୁ ଅଛୁ କେତେ। କୃଷ୍ଣସିଂହ, ମହାଭାରତ, ବିରାଟ]