ସକୃତ୍—ଫଳା Sakṛut-phaḻā

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ସକୃତ୍=ଥରେ ମାତ୍ର+ଫଳ +ଆ; ଯାହାର ଥରେ ମାତ୍ର ଫଳ ହୁଏ) — କଦଳୀ ଗଛ — Plantain tree; Musa Sapientum