ସକୃତ୍ ପ୍ରସୂତା Sakṛut-prasūtā
- ସଂ. ବିଣ. ସ୍ତ୍ରୀ—(ସକୃତ୍+ପ୍ରସୂତା) — ଯେଉଁ ସ୍ତ୍ରୀ କେବଳ ଗୋଟିଏ ସନ୍ତାନ ପ୍ରସବ କରେ; କାକବନ୍ଧ୍ୟା — (a woman) Who bears only one child
- ସଂ. ବି. ସ୍ତ୍ରୀ — କାକବନ୍ଧ୍ୟା ସ୍ତ୍ରୀ — A woman who bears only one child
- ସଂ. ବି. ସ୍ତ୍ରୀ — ଯେଉଁ ଗାଈ ଥରେ ମାତ୍ର ପ୍ରସବ କରିଅଛି — A cow that has calved once