ସକୃତ୍ ପ୍ରଜା Sakṛut prajā

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି) — ଯେଉଁ ସ୍ତ୍ରୀ ଥରେ ମାତ୍ର ସନ୍ତାନ ଜନ୍ମ କରିଅଛି; ଏକବିଆଣୀ ସ୍ତ୍ରୀ — A woman who has once given birth to a child
  • ସଂ. ବିଣ. ସ୍ତ୍ରୀ — ସକୃତ୍ପ୍ରଜର ସ୍ତ୍ରୀଲିଙ୍ଗ — Feminine of Sakṛut-praja