ସକୃତପ୍ରଜ Sakṛut-praja

  • ସଂ. ବିଣ. ପୁଂ (ବହୁବ୍ରୀହି; ସକୃତ୍=ଥରେ ମାତ୍ର+ପ୍ରଜା= ସନ୍ତାନ+ଅ) — ଯେ ଥରେ ମାତ୍ର ପ୍ରସବ କରେ — Begetting once only
  • ସଂ. ବି — କାକ; କୁଆ; ବାୟସ — Crow