ସକାଳ ଗାଧୁଆ Sakāḻa gādhuā

  • ଦେ. ବି — ପ୍ରାତଃସ୍ନାନ — Morning bath
  • ଦେ. ବି — (ଉ—ସକାଳ ଗାଧୁଆ ପଖାଳ ଖିଆ, ଦିହରେ ଯେବେ ଯାଏ। ଢଗ।)
  • ଦେ. ବିଣ — ପ୍ରାତଃସ୍ନାୟୀ; ସକାଳେ ଗାଧୋଉଥିବା (ବ୍ଯକ୍ତି) — Taking bath early in the morning