ସକାରାଡ୍ୟ Sakārādya

  • ସଂ. ବିଣ (ବହୁବ୍ରୀହି; ସକାର='ସ' ଅକ୍ଷର ଆଦିରେ ବା ଆଦ୍ୟରେ ଯାହାର) — ଯେଉଁ ଶବ୍ଦର ଆଦ୍ୟରେ 'ସ' ଅକ୍ଷର ଥାଏ — (Word) Beginning with the letter 'S'