ସକାମ କର୍ମ Sakāma karma

  • ସଂ ବି. (କର୍ମଧା) — ଯେଉଁ କର୍ମ କୌଣସି ବିଶେଷ ଫଳଲାଭ କରିବା ଉଦ୍ଦେଶ୍ୟରେ କରାଯାଏ — A work done with some ultimate motive or aim or object in view; act done for gaining some difinite object