ସଏତାନିଆ Saetaniā

  • ଦେ. ବିଣ — ସଇତାନ ପରି ଖଳ (ବ୍ଯକ୍ତି) — Wicked; satanic; devilish [person]
  • ଦେ. ବିଣ — ଅସୁରୋଚିତ (କାର୍ଯ୍ୟ) — Satanical; devilish [act]
  • ଦେ. ବିଣ — ଅତି ମନ୍ଦ — Very bad or evil [act or thing]