ସଉଭାଗୀ Saubhāgī
- ଗ୍ରା. ବିଣ. ସ୍ତ୍ରୀ (ସଂ. ସୌଭାଗ୍ୟବତୀ) — ସୌଭାଗ୍ୟ— ବତୀ — Fortunate
- ଗ୍ରା. ବିଣ. ସ୍ତ୍ରୀ (ସଂ. ସୌଭାଗ୍ୟବତୀ) — ପତିଙ୍କ ସ୍ନେହ— ପ୍ରାପ୍ତା — Beloved or fondled by one's husband
- ଗ୍ରା. ବିଣ. ସ୍ତ୍ରୀ (ସଂ. ସୌଭାଗ୍ୟବତୀ) — [ଉ—ସରିତ ଗଲା ହରିଣାକ୍ଷୀବୃନ୍ଦରୁ, ଶ୍ୟାମ ସଉଭାଗୀ ଯଶ। କବିସୂର୍ଯ୍ୟ, ସଙ୍ଗୀତ]