ସଉରୀ Saurī
- ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ସୌରି) — ପୁରୁଷ ଓ ସ୍ତ୍ରୀଙ୍କ ନାମ — Name given to males and females
- ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ସୌରି) — ତୀର୍ଥ ବିଶେଷ — Name of a sacred place of pilgrimage
- ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ସୌରି) — [ଉ—ବରାହ କ୍ଷେତ୍ର କୁର୍ମ ନାଥ, ସଉରି ନାରାୟଣ ପଥ। ଭୂପତି, ପ୍ରେମପଞ୍ଚାମୃତ।]
- ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ସୌରି) — (ପଦ୍ଯ) ଶନି ଗ୍ରହ — Planet Saturn
- ଦେ. ବି. ପୁଂ ଓ ସ୍ତ୍ରୀ (ସଂ. ସୌରି) — [ଉ—ମଙ୍ଗଳ ସଉରୀ, ଅବଳୁ କି ହତ, ମୋ ସଦାଶିବ ଗଉରୀ। ଭଞ୍ଜ, ପ୍ରେମ ସୁଧାନିଧି।]