ସଉବଳ Saubaḻa

  • ଗ୍ରା. ବି (ପଦ୍ଯ) (ସଂ. ସୌବଳ) — ସୌବଳ (ଦେଖ) — Sa̲u̲baḻa. (See)
  • ଗ୍ରା. ବି (ପଦ୍ଯ) (ସଂ. ସୌବଳ) — [ଉ—ଭୀଷ୍ମ ଦ୍ରୋଣ କର୍ଣ୍ଣ ଯେ କୃପ ସଉବଳ, ଏମାନେ ଯେ ବୋଲାଉଛନ୍ତି ମହାବଳ। କୃଷ୍ଣସିଂହ, ମହାଭାରତ, ବନ।]