ସଉଦାଗରି Saudāgari

  • ବୈଦେ. ବି (ଫା. ସୌଦାଗରୀ) — ବଣିଗ୍ବୃତ୍ତି; ବାଣିଜ ବ୍ଯବସାୟ; କାରବାର — Trade
  • ବିଣ — ସଉଦାଗର ସମ୍ବନ୍ଧୀୟ — Relating to a merchant
  • ବିଣ — ବାଣିଜ୍ୟ ସମ୍ବନ୍ଧୀୟ — Relating to trade