ସଉଦା ପତର Saudā patara
- ଦେ. ବି. (ସଉଦା ସଙ୍ଗେ 'ପତର' ନିରର୍ଥକ ସହଚର) — ଦୋକାନରୁ କଣାଯିବା ନାନାପ୍ରକାରର ପଣ୍ୟଦ୍ରବ୍ୟ; ପଣଦ୍ରବ୍ୟ ସମୂହ — Many sorts of articles or commodities purchased from a shop
- ଦେ. ବି. (ସଉଦା ସଙ୍ଗେ 'ପତର' ନିରର୍ଥକ ସହଚର) — ନାନାପ୍ରକାର ପଣ୍ୟଦ୍ରବ୍ୟର କ୍ରୟ — Purchase of many commodities