ସଉଦା ପଟିବା Saudā paṭibā

  • ଦେ. ବି — କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ କୌଣସି ପଣ୍ୟ ଦ୍ରବ୍ୟର ଭାଉ ଛିଣ୍ଡିବା — The settlement of the sale transaction of any commodity after higgling and haggling