ସଉଖିନି Saukhini
- ବୈଦେ. ବିଣ—(ଆ: ସୌକୀନ୍) — କୌଣସି ବିଷୟ ପ୍ରତି ଅଭିଳାଷୀ — Desirous for anything
- ବୈଦେ. ବିଣ—(ଆ: ସୌକୀନ୍) — ରସିକତା—ବିଶିଷ୍ଟ — Gallant
- ବୈଦେ. ବିଣ—(ଆ: ସୌକୀନ୍) — ବିଳାସୀ — Sportive
- ବୈଦେ. ବିଣ—(ଆ: ସୌକୀନ୍) — ଯେ ନିଜର ମନର ସାଧ ମେଣ୍ଟାଇବା ପାଇଁ କୌଣସି ବ୍ଯବସାୟ ବା କର୍ମ କରନ୍ତି — Amateur
- ବି — ରସିକ ବ୍ଯକ୍ତି — A gallant
- ବି — ସଉକ୍ (ଦେଖ) — Sauk (See)