ସଉକ୍ କରିବା Sauk karibā

  • ଦେ. କ୍ରି — କୌଣସି ବସ୍ତୁ ପ୍ରତି ବିଶେଷ ଆଗ୍ରହ ବା ଆଦର କରିବା — To have a liking or fancy for a particular article (e.g. of dress or show or luxury)