ସଉକିରେ ରଖିବା Saukire rakhibā

  • ଦେ. କ୍ରି — କୌଣସି ଦ୍ରବ୍ୟ, ବସ୍ତୁ, ଜୀବ ବା ଭୃତ୍ୟ ଆଦିଙ୍କୁ ଅତି ଆଦର ଓ ଅୟସରେ ରଖିବା — To maintain a thing or person in luxury and with great care