ସଇନ୍ଦ୍ରୀ ସେବା Saindrī sebā
- ଗ୍ରା. ବି (ସଂ. ସୈରିନ୍ଧ୍ରୀ+ସେବା) — ଦାସୀଙ୍କ ପରି କୌଣସି ସ୍ତ୍ରୀଙ୍କ ଶ୍ରୀଅଙ୍ଗସେବା କର୍ମ — Rendering of personal services to a lady
- ଗ୍ରା. ବି (ସଂ. ସୈରିନ୍ଧ୍ରୀ+ସେବା) — [—ଶାଶୁ ବୋହୂକୁ ଦିନରାତି ସଇନ୍ଦ୍ରୀ ସେବା ଖଟିଥାଏ। ପୀତାମ୍ବରୀ, କାନ୍ତରା ବାବୁ।]