ସଇତାନି Saitāni

  • ବୈଦେ. ବି (ଆ) — ଖଳତା; ଦୁଷ୍ଟାମି — Wickedness
  • ବିଣ — ସଇତାନ—ସମ୍ବନ୍ଧୀୟ — Devilish; satanic
  • ବିଣ — ଆସୁରିକ — Demoniac
  • ବିଣ — ଖଳ; ଦୁଷ୍ଟତା ଯୁକ୍ତ — Wicked
  • ବିଣ — ମନ୍ଦ — Evil