ସଇତାନି ଥଣ୍ଡା କରିବା Saitāni thaṇḍā karibā

  • ଦେ. କ୍ରି — କୌଣସି ଦୁଷ୍ଟ ବ୍ୟକ୍ତିକୁ ଦଣ୍ଡାଦି ଦ୍ୱାରା ଜବତ୍ କରିବା — To check a person's wickedness; to punish a wicked person and make him discontinue his wicked acts