ସଇ ସମ୍ଭାଳି, ସହି ସମ୍ଭାଳି Sai(hi) sambhāḻi

  • ଦେ. କ୍ରି. ବିଣ. — ସାବଧାନ ହୋଇ — Cautiously
  • ଦେ. କ୍ରି. ବିଣ. — ଆଗ ପଛ ବିଚାର କରି — After mature consideration
  • ଦେ. କ୍ରି. ବିଣ. — ଅପେକ୍ଷାପୂର୍ବକ — After waiting