ସଇ ସମାଳି, ସଇ ସମ୍ଭାଳି Sai samā(mbhā)ḻi

  • ଦେ. କ୍ରି. ବିଣ. — ସାବଧାନ ହୋଇ — Cautiously
  • ଦେ. କ୍ରି. ବିଣ. — ଆଗ ପଛ ବିଚାର କରି — After mature consideration
  • ଦେ. କ୍ରି. ବିଣ. — ଅପେକ୍ଷାପୂର୍ବକ — After waiting