ସଅଳିୟା Sa-aḻiyā

  • ଦେ. ବିଣ (ସଂ. ସରଳ) — ସରଳ; ସହଜ — Easy
  • ଦେ. ବିଣ (ସଂ. ସରଳ) — ସିଧା — Straight
  • ଦେ. ବିଣ (ସଂ. ସରଳ) — ସତ୍ୱର; ତ୍ୱରିତ — Hasty
  • ଦେ. ବିଣ (ସଂ. ସରଳ) — ସାଧାରଣ ସମୟର ଅପେକ୍ଷାକୃତ ପୂର୍ବେ ଘଟିବା — Early