ସଅଁବାରିୟା Sa-añbāriyā

  • ଗ୍ରା. ବିଣ — ସୋମବାର ସମ୍ବନ୍ଧୀୟ — Relating to Monday
  • ଗ୍ରା. ବିଣ — ସୋମ— ବାରରେ ଘଟିବା — Happening on Monday; recurring on Monday
  • ଗ୍ରା. ବିଣ — (ଯଥା—ସଅଁବାରିଆ ହାଟ)
  • ପୁଂ — ସୋମ— ବାରରେ ଜାତ ବ୍ଯକ୍ତିର ନାମ — A name given to a person born on Monday
  • ପୁଂ — ଯେଉଁମାନେ ସୋମବାର ବ୍ରତ କରନ୍ତି — Those who observe fast on Mondays