ସଅଳ (ଇତ୍ୟାଦି) Sa-aḻa (etc)

  • ଦେ. କ୍ରି. ବିଣ. ଓ ବିଣ (ସଂ. ସରଳ) — ସହଳ ଇତ୍ୟାଦି (ଦେଖ) — Sahaḻa (See)
  • ଦେ. କ୍ରି. ବିଣ. ଓ ବିଣ (ସଂ. ସରଳ) — ଜଲଦି; ଶୀଘ୍ର; ଚଞ୍ଚଳ — Soon
  • ଦେ. କ୍ରି. ବିଣ. ଓ ବିଣ (ସଂ. ସରଳ) — ସତ୍ୱର — Hastily
  • ଦେ. କ୍ରି. ବିଣ. ଓ ବିଣ (ସଂ. ସରଳ) — (ସଂ. ସଦ୍ୟଃ କାଳ)—ପ୍ରତ୍ୟୁଷରେ — Early
  • ଦେ. କ୍ରି. ବିଣ. ଓ ବିଣ (ସଂ. ସରଳ) — (ସଂ. ସରଳ) ସରଳ; ସହଜ — Easy
  • ଦେ. କ୍ରି. ବିଣ. ଓ ବିଣ (ସଂ. ସରଳ) — ସିଧା — Straight