ସଅକ୍ ବଅକ୍ Sa-ak ba-ak

  • ବୈଦେ. ବି (ଫା ସକ୍=ଦୋଷ; ତ୍ରୁଟି) — କାଇଲ୍; ଦୋଷ; ତ୍ରୁଟି — Fault; shortcoming
  • ବୈଦେ. ବି (ଫା ସକ୍=ଦୋଷ; ତ୍ରୁଟି) — (ଯଥା—ଏ କାମରେ ମୋର ସଅକ୍ ବଅକ୍ ହୋଇଗଲା।)
  • ବୈଦେ. ବି (ଫା ସକ୍=ଦୋଷ; ତ୍ରୁଟି) — ଭୁଲ୍; ଭ୍ରମ — Mistake; wrong