ସଂହାର ରୂପ Saṁhāra rūpa

  • ସଂ. ବି. — ଶିବଙ୍କର ମୂର୍ତ୍ତି ବିଶେଷ; ଯେଉଁ ମୂର୍ତ୍ତି ଧାରଣ କରି ମହାଦେବ ସୃଷ୍ଟିକୁ ସଂହାର କରନ୍ତି — The form or incarnation of Ṣiba which destroys the Universe
  • ସଂ. ବି. — (ଲକ୍ଷଣାର୍ଥେ) ଭୟଙ୍କର ରୂପ — A frightful shape