ସଂହାର କାଳ Saṁhāra kāḻa
- ସଂ. ବି. — ସର୍ବନାଶର ସମୟ — A time of ruin
- ସଂ. ବି. — ପ୍ରଳୟକାଳ — A time of dissolution
- ସଂ. ବି. — ଦେଶରେ ମହା ବିପଦ (ଯଥା—ଦୁର୍ଭିକ୍ଷ, ମହାମାରୀ, ରାଷ୍ଟ୍ରବିପ୍ଳବ, ଅଗ୍ନ୍ୟତ୍ପାତ, ବନ୍ୟା)ର ଉପସ୍ଥିତି — Time of great calamity (i.e. famine, plague, flood, fire etc.)