ସଂସ୍ୱେଦଜ Saṁswedaja

  • ସଂ. ବି (ବୈଦ୍ଯକ) — ଭୂଇଁ ଛତୁ — Mushrooms or fungii growing out of the earth etc
  • ସଂ. ବି (ବୈଦ୍ଯକ) — [ଦ୍ର—ଏହା ଭୂମିରେ, ଗୋମୟରେ, କାଠରେ ଓ ବୃକ୍ଷାଦିରେ ହୁଏ। ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଷାକ୍ତ ଓ ଦୋଷକାରକ। ଯେଉଁ ଛତୁ ଶୁଚି ପ୍ରଦେଶରେ, କାଠରେ, ଗୋବରରେ ବା ବାଉଁଶରେ ଜନ୍ମେ ଓ ଯାହା ଶ୍ୱେତବର୍ଣ୍ଣ, ତାହା ଅତିଶୟ ଦୋଷକାରକ ନୁହେଁ। ଛତୁ ଶୀତବୀର୍ଯ୍ୟ, ତ୍ରିଦୋଷଜନକ, ପିଚ୍ଛଳ, ଗୁରୁ ଏବଂ ବମି, ଜ୍ୱର ଓ କଫରୋଗଜନକ।]