ସଂସ୍ପୃଷ୍ଟ Saṁspṛushṭa

  • ସଂ. ବିଣ. (ସମ୍+ସ୍ପୃଶ୍ ଧାତୁ= ଛୁଇଁବା+କର୍ମ. ତ) — ସଂଯୁକ୍ତ — United; brought into contact
  • ସଂ. ବିଣ. (ସମ୍+ସ୍ପୃଶ୍ ଧାତୁ= ଛୁଇଁବା+କର୍ମ. ତ) — ଦୃଢ଼ରୂପେ ଛୁଆଁ ହୋଇଥିବା — Grasped; closely touched