ସଂସ୍କାର Saṁskāra
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ନିର୍ମଳୀକରଣ — Purifying; refining
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ପରିଷ୍କରଣ — Cleansing
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ମରାମତି; ଜୀର୍ଣ୍ଣୋଦ୍ଧାର — Repair
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ପ୍ରସ୍ତୁତୀକରଣ — Preparation
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ଶୁଦ୍ଧି — Purity
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ଶୋଧନ; ଶୁଦ୍ଧିକ୍ରିୟା — Purification; rectifying
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ମାର୍ଜନ; ମାଜିବା — Polishing; rubbing; scouring
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ଭୂଷିତ କରିବା; ଅଳଂକରଣ — Embellishment; adorning
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ଭ୍ରମ ସଂଶୋଧନ — Correcting or rectification of mistakes
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ବ୍ୟାକରଣଗତ ଶୁଦ୍ଧତା — Grammatical correction; grammatical correctness
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ରନ୍ଧନ — Cooking; dressing
- ସଂ. ବି. (ସମ୍+କୃ ଧାତୁ+ଭାବ. ଅ; ସ ଆଗମ) — ସିଦ୍ଧ କରିବା; ସିଝାଇବା — Boiling