ସଂସ୍କାର ବିହୀନ Saṁskāra bihīna

  • ସଂ. ବିଣ. ପୁଂ. ( 3 ୟା ତତ୍) — ବ୍ରାତ୍ୟ; ଯେଉଁ ଦ୍ୱିଜାତି ଦ୍ୱିଜାତିବିହିତ ସଂସ୍କାରକୁ ବର୍ଜନ କରିଥିବା ହେତୁରୁ ପତିତ ହୋଇ ଥାଏ — (A person of a twice born caste) Who has lost his purity by giving up the purificatory ceremonies
  • ସଂ. ବିଣ. ପୁଂ. ( 3 ୟା ତତ୍) — [ଦ୍ର—ଯେଉଁ ବ୍ରାହ୍ମଣ 10 ବର୍ଷ ବା 5 ବର୍ଷ କାଳ ବ୍ରାହ୍ମଣର କର୍ତ୍ତବ୍ୟ କର୍ମ ତ୍ୟାଗ କରେ ଓ 16 ବର୍ଷ ପର୍ଯ୍ୟନ୍ତ ବ୍ରତ ହୁଏ ନାହିଁ, ତାହାର ସାବିତ୍ରୀ ପତନ ବା ସଂସ୍କାରହୀନତା ଘଟେ; ସଂସ୍କାରବିହୀନ ଦ୍ୱିଜାତିକୁ ବ୍ରାତ୍ୟ ବୋଲାଯାଏ।] — [ଦ୍ର—ଯେଉଁ ବ୍ରାହ୍ମଣ10ବର୍ଷ ବା5ବର୍ଷ କାଳ ବ୍ରାହ୍ମଣର କର୍ତ୍ତବ୍ୟ କର୍ମ ତ୍ୟାଗ କରେ ଓ16ବର୍ଷ ପର୍ଯ୍ୟନ୍ତ ବ୍ରତ ହୁଏ ନାହିଁ, ତାହାର ସାବିତ୍ରୀ ପତନ ବା ସଂସ୍କାରହୀନତା ଘଟେ; ସଂସ୍କାରବିହୀନ ଦ୍ୱିଜାତିକୁ ବ୍ରାତ୍ୟ ବୋଲାଯାଏ]