ସଂସ୍କର୍ତ୍ତା Saṁskarttā

  • ସଂ. ବିଣ. ପୁଂ (ସମ୍+କୃ. ଧାତୁ+କର୍ତ୍ତୃ. ତୃ; ସ ଆଗମ) — ସଂସ୍କାରକାରୀ — Reforming; refining
  • ସଂ. ବିଣ. ପୁଂ (ସମ୍+କୃ. ଧାତୁ+କର୍ତ୍ତୃ. ତୃ; ସ ଆଗମ) — ପବିତ୍ରକାରୀ — Purifying
  • ସଂ. ବିଣ. ପୁଂ (ସମ୍+କୃ. ଧାତୁ+କର୍ତ୍ତୃ. ତୃ; ସ ଆଗମ) — ପାଚକ; ଜୀର୍ଣ୍ଣକର — Digestive
  • ସଂ. ବିଣ. ପୁଂ (ସମ୍+କୃ. ଧାତୁ+କର୍ତ୍ତୃ. ତୃ; ସ ଆଗମ) — ମରାମତକାରୀ — Repairing
  • ସଂ. ବି. ପୁଂ. — ସଂସ୍କାରକାରୀ ବ୍ଯକ୍ତି — Reformer; refiner
  • ସଂ. ବି. ପୁଂ. — ପବିତ୍ର କରିବା ବ୍ଯକ୍ତି — purifier
  • ସଂ. ବି. ପୁଂ. — ପାଚକ; ପୂଜାହାରୀ — A cook
  • ସଂ. ବି. ପୁଂ. — ଯେ ମରାମତ କରେ — A repairer