ସଂସ୍କରଣ Saṁskaraṇa

  • ସଂ. ବି. (ସମ୍+କୃ. ଧାତୁ+ଭାବ ଅନ; ସ ଆଗମ) — ସଂସ୍କାର; ସଂସ୍କାର କ୍ରିୟା; ପବିତ୍ରୀକରଣ — Purification; reformation
  • ସଂ. ବି. (ସମ୍+କୃ. ଧାତୁ+ଭାବ ଅନ; ସ ଆଗମ) — ଜୀର୍ଣ୍ଣ ଦ୍ରବ୍ୟର ମରାମତି — Repair
  • ଦେ. ବି. — ଛାପା ପୁସ୍ତକର ପ୍ରକାଶ — Editing of a printed book
  • ଦେ. ବି. — କୌଣସି ପୁସ୍ତକର ମୁଦ୍ରଣର ଥର — The edition of a book