ସଂସୃଷ୍ଟ Saṁsṛushṭa

  • ସଂ. ବିଣ. (ସମ୍+ସୃଜ୍ ଧାତୁ+ କର୍ତ୍ତୃ. ତ) — ସଂଯୁକ୍ତ; ସଂସର୍ଗବିଶିଷ୍ଟ — Connected or joined to
  • ସଂ. ବିଣ. (ସମ୍+ସୃଜ୍ ଧାତୁ+ କର୍ତ୍ତୃ. ତ) — ମିଳିତ; ମିଶ୍ରିତ — Combined; mixed with
  • ସଂ. ବିଣ. (ସମ୍+ସୃଜ୍ ଧାତୁ+ କର୍ତ୍ତୃ. ତ) — କୃତସହବାସ; ରମିତ — Cohabited by
  • ସଂ. ବିଣ. (ସମ୍+ସୃଜ୍ ଧାତୁ+ କର୍ତ୍ତୃ. ତ) — କୃତସଂସର୍ଗ — Having had relationship
  • ସଂ. ବି. (+ଭାବ ତ) ସମ୍ବନ୍ଧ — Connection; relation